‘‘ମୋ’ ପାଖରେ କହିବାକୁ କିଛି ଆଉ ନାହିଁ । ମୋ’ ପିଲାମାନେ ତ ପଳେଇଲେ, କ’ଣ ଆଉ କହିବି ମୁଁ?’’ ହସପିଟାଲରେ କାନ୍ଦି କାନ୍ଦି କହୁଥିଲେ ଭାଗ୍ୟଲକ୍ଷ୍ମୀ । ‘‘ଗଣ୍ଡଗୋଳ ପାଇଁ ଏମିତି ଷ୍ଟେପ୍ ନେବାକୁ ପଡ଼ିଲା ମୋତେ । ବାଧ୍ୟ ହୋଇ ନେଲି ମୁଁ । ହେଲେ ଭଗବାନ କାହିଁକି ମୋତେ ରଖିକି ମୋ’ ପିଲା ଦି’ଟାଙ୍କୁ ନେଇଗଲେ!