Home » photogallery » odisha » KANDHAMAL WOMAN KILLS HER 2 CHILDREN TRIES SUICIDE SAVED 1AD 170721

ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା କଳିରେ ବଳି ପଡ଼ିଗଲେ ଦୁଇ ନିଷ୍ପାପ ପିଲା । କନ୍ଧମାଳରେ ନିଜ ଜନ୍ମକଲା ଦୁଇ କୁନି ପିଲାଙ୍କୁ କୂଅ ଭିତରକୁ ଠେଲି ମାରିଦେବା ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଏହି ମହିଳାଙ୍କୁ ଲୋକେ ରକ୍ଷା କରିଥିଲେ ।

  • |

തത്സമയ വാര്‍ത്തകള്‍