ଅକ୍ଟୋବର ୮ ତାରିଖରୁ ନିଖୋଜ ହୋଇଯାଇଥିଲେ ମମିତା । ୧୧ ତାରିଖରେ କଳାହାଣ୍ଡି କେଗାଁ ଥାନାରେ ତାଙ୍କ ବାପା ଏତାଲା ଦେବାକୁ ଆସିଥିଲେ, ହେଲେ ପୋଲିସ ରଖି ନ ଥିଲା ଏତଲା । ଅକ୍ଟୋବର ୧୩ ତାରିଖରେ ମମିତାଙ୍କ ନିଖୋଜ ହେବା ନେଇ ସିନ୍ଧିକେଲା ଥାନାରେ ଏକ ବିଧିବଦ୍ଧ ଏତଲା ଦେଇଥିଲେ ପରିବାର । ଗୋବିନ୍ଦ ସାହୁ ନାଁରେ ସେମାନେ ଆଣିଥିଲେ ସଙ୍ଗୀନ ଅଭିଯୋଗ ।