Home » photogallery » odisha » KALAHANDI TEACHER MAMITA MEHER WAS KILLED BURIED BY GOBINDA SAHU1 1AD 201021

ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍‌ ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋତି ଦେଇଥିଲା

Kalahandi teacher Mamita Meher was killed buried by Gobinda Sahu | ୨୩-ବର୍ଷୀୟା ଶିକ୍ଷୟତ୍ରୀ ମମିତା ମେହେରଙ୍କୁ କାର୍ ଭିତରେ ହତ୍ୟା କରିବା ପରେ ଏହି ଜଘନ୍ୟ ଅପରାଧକୁ ଲୁଚାଇ ରଖିବା ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମରେ ତାଙ୍କ ମୃତ ଦେହକୁ ପୋଡ଼ି ପୋତି ଦେଇଥିଲା ବୋଲି ପୋଲିସ କହିଛି ।

  • |