ପୁଣି ବିବାଦ ଘେରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମହିଳା ପୋଲିସ ଅଧିକାରୀଙ୍କୁ ମାରିଲେ ଧକ୍କା । ସମ୍ବଲପୁରରେ ଆନ୍ଦୋଳନ ବେଳେ ଅଭାବନୀୟ ଘଟଣା । ପ୍ରତିବାଦକାରୀଙ୍କୁ ମଧ୍ୟ ପୋଲିସ କରିଛି ଠେଲାପେଲା । ଧନୁପାଲୀ ଥାନା ଆଇଆଇସିଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ । ରାଜ୍ୟରେ ଆଇନ ଶୃଙ୍ଗଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି : ଜୟ ନାରାୟଣ ମିଶ୍ର