ସ୍ୱାଧୀନତା ଦିବସ ଦିନ ଦେଶାତ୍ମବୋଧ ଫିଲ୍ମ ଦେଖିବା ଠାରୁ ଆଉ ଭଲ ମନୋରଞ୍ଜନ କ’ଣ ହୋଇପାରେ? ଏ ପର୍ଯ୍ୟନ୍ତ ନିର୍ମିତ ଦେଶାତ୍ମବୋଧକ ଫିଲ୍ମଗୁଡ଼ିକ ମଧ୍ୟରୁ ଏହି କେତେକ ସର୍ବକାଳୀନ ଲୋକପ୍ରିୟ ଫିଲ୍ମ ଯଦି ଆପଣ ନ ଦେଖିଛନ୍ତି ତାହେଲେ ଆପଣଙ୍କ ଭାରତୀୟତା ହୁଏତ ସମ୍ପୂର୍ଣ୍ଣ ହେବ ନାହିଁ । ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ: ମଦର ଇଣ୍ଡିଆ (୧୯୫୭) । ନିର୍ଦ୍ଦେଶକ: ମେହବୁବ ଖାନ୍ । ଅଭିନୟ: ନର୍ଗିସ, ସୁନୀଲ ଦତ୍ତ, ରାଜେନ୍ଦ୍ର କୁମାର ହକିକତ୍ (୧୯୬୪) । ନିର୍ଦ୍ଦେଶକ: ଚେତନ ଆନନ୍ଦ । ଅଭିନୟ: ଧର୍ମେନ୍ଦ୍ର, ବଳାରାଜ ସାହାନି, ପ୍ରିୟା ରାଜଭନ୍ସ, ଓ ବିଜୟ ଆନନ୍ଦ ସହିଦ (୧୯୬୫) । ନିର୍ଦ୍ଦେଶକ: ଏସ ରାମ ଶର୍ମା । ଅଭିନୟ: ମନୋଜ କୁମାର, କାମିନୀ କୌଶାଲ, ପ୍ରନ୍, ଇଫ୍ଟେଖାର, ନିରୂପା ରାୟ, ପ୍ରେମ ଚୋପ୍ରା କ୍ରାନ୍ତି (୧୯୮୧) ନିର୍ଦ୍ଦେଶକ: ମନୋଜ କୁମାର । ଅଭିନୟ: ଦିଲ୍ଲୀପ କୁମାର, ଶସି କାପୁର, ଶତ୍ରୁଘ୍ନ ସିହ୍ନା, ହେମାମାଳିନୀ, ପରବୀନ ବବି, ସାରିକା, ପ୍ରେମ ଚୋପ୍ରା, ମଦନ ପୁରୀ, ପେନତାଲ୍ ବୋର୍ଡ଼ର (୧୯୯୭) । ନିର୍ଦ୍ଦେଶକ: ଜେପି ଦତ୍ତ । ଅଭିନୟ: ସନି ଦେୱାଲ୍, ଜାକି ଶ୍ରୋଫ୍, ସୁନୀଲ ସେଟ୍ଟି, ଅକ୍ଷୟ ଖାନ୍ନା, ପୁନିତ ଇସାର, ସୁଦେଶ ବେରୀ, ତାବୁ, ପୂଜା ଭଟ୍ଟ ସରଫରୋସ୍ (୧୯୯୯) । ନିର୍ଦ୍ଦେଶକ: ଜନ୍ ମାଥିଉ ମଥାନ୍ । ଅଭିନୟ: ନସୀର ଉଦ୍ଦିନ ସାହା, ଅମୀର ଖାନ୍, ସୋନୀଲ ବେନ୍ଦ୍ରେ ଲଗାନ (୨୦୦୧) । ନିର୍ଦ୍ଦେଶକ: ଆଶୁତୋଷ ଗୋୱାରିକର୍ । ଅଭିନୟ: ଅମୀର ଖାନ, ଗ୍ରେସୀ ସିଂ, ରାଚେଲ ଶେଲି ଦି ଲିଜାଣ୍ଡ ଅଫ ଭଗତ ସିଂ (୨୦୦୨) । ନିର୍ଦ୍ଦେଶକ: ରାଜକୁମାର ସନ୍ତୋଷୀ । ଅଭିନୟ: ଅଜୟ ଦେବଗନ, ଅମ୍ରିତା ରାଓ, ସୁଶାନ୍ତ ସିଂ ସ୍ବଦେଶ (୨୦୦୪) । ନିର୍ଦ୍ଦେଶକ: ଆଶୁତୋଷ ଗୋୱାରିକର୍ । ଅଭିନୟ: ସହାରୁଖ୍ ଖାନ୍, ଗାୟତ୍ରୀ ଯୋଶୀ ମଙ୍ଗଲ ପାଣ୍ଡେ ଦି ରାଇଜିଙ୍ଗ (୨୦୦୫) । ନିର୍ଦ୍ଦେଶକ: କେତେନ ମେହେଟା । ଅଭିନୟ: ଅମୀର ଖାନ୍, ରାଣୀ ମୁଖାର୍ଜୀ, ଅମିଶା ପଟେଲ, ତୋବି ଷ୍ଟେଫିନ୍ସ ରଙ୍ଗ ଦେ ବାସନ୍ତୀ (୨୦୦୬) । ନିର୍ଦ୍ଦେଶକ: ରାକେଶ ଓମପ୍ରକାଶ ମେହେରା । ଅଭିନୟ: ଅମୀର ଖାନ୍, ସିଦ୍ଧାର୍ଥ ନାରାୟଣ, ଶର୍ମାନ ଯୋଶୀ, ସୋହା ଅଲ୍ଲୀ ଖାନ, ଆର. ମାଧବନ, କୁନାଲ କପୁର, ଅତୁଲ କୁଲକର୍ଣ୍ଣି, ଅଲିଶ୍ ପଟେନ୍ ଗୋଲ୍ଡ (୨୦୧୮) । ନିର୍ଦ୍ଦେଶକ: ରିମା କାଗ୍ତି । ଅଭିନୟ: ଅକ୍ଷୟ କୁମାର, ମୌନି ରାଏ ରାଜ୍ଜି (୨୦୧୮) । ନିର୍ଦ୍ଦେଶକ: ମେଘନା ଗୁଲଝର । ଅଭିନୟ: ଅଲିଆ ଭଟ୍ଟ, ଭିକି କୌଶଲ, ରଜିତ କପୁର, ଜୟଦୀପ ଅହ୍ଲାବତ ଉରୀ: ଦି ସର୍ଜିକାଲ ଷ୍ଟ୍ରାଇକ୍ (୨୦୧୯) । ନିର୍ଦ୍ଦେଶକ: ଆଦିତ୍ୟ ଧର୍ । ଅଭିନୟ: ଭିକି କୌଶଲ, ପରେଶ ରାୱଲ, ମୋହିତ ରଇନା, ୟାମୀ ଗୌତମ