Home » photogallery » odisha » HISTORIC BALIJATRA STARTED WITH 1400 STALLS AND MORE THAN 2000 TRADERS IN CUTTACK 2LPD 081122

୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ମଙ୍ଗଳବାର ସନ୍ଧ୍ୟାରେ କଟକ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ବର୍ଷର ଏହି ଐତିହାସିକ ମେଳାକୁ ନୂଆ ପରିକଳ୍ପନା ସହ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଐତିହାସିକ ଯାତ୍ରା ବିଷୟରେ କିଛି କଥା...

  • |