Home » photogallery » odisha » HELPER DEAD 5 HURT IN BUS TRUCK COLLISION MISHAP 1AD 150321

ନବରଙ୍ଗପୁରରୁ ଭୁବନେଶ୍ଵର ଆସୁଥିବା ବସ୍ ଓ ଟିପର୍ ମଧ୍ୟରେ ମୁହାଁମୁହିଁ ଧକ୍କା; ହେଲପର୍ ମୃତ; ୫ ଆହତ

ଦୁର୍ଘଟଣା ଏତେ ଭୟଭୟ ଥିଲା ଯେ ବସଟି ଭାଙ୍ଗି ଚୁରମାର୍ ହୋଇ ଯାଇଥିଲା । ଉଭୟ ଗାଡି଼ର ଡ୍ରାଇଭରମାନେ ରାସ୍ତାରେ ଥିବା ଏକ ତୀକ୍ଷ୍ଣ ମୋଡ଼ ଅତିକ୍ରମ କରୁଥିବା ବେଳେ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବସିଥିବା ସନ୍ଦେହ କରାଯାଉଛି ।

  • |