Home » photogallery » odisha » HAVE A LOOK AT ACTRESS NORA FATEHI HOT LOOK PHOTOS IN INSTAGRAM 6SSM 140223

Viral Photos: ନଜର ପକାନ୍ତୁ ଅଭିନେତ୍ରୀ ନୋରା ଫତେହିଙ୍କ କିଛି ଭାଇରାଲ ଫଟୋ ଉପରେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି(Nora Fatehi) ତାଙ୍କ ବୋଲ୍ଡ ଷ୍ଟାଇଲ ହେତୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ(Social Media) ନିଜର ପୋଷ୍ଟକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଏବଂ ପ୍ରତିଦିନ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କ ଫଟୋ ସେୟାର କରିଥା’ନ୍ତି। ନିକଟରେ ନୋରା ଫତେହିଙ୍କ ଫଟୋସୁଟ ସାମ୍ନାକୁ ଆସିଛି। ଯାହା ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ନୋରାଙ୍କ ନୂଆ ଫଟୋସୁଟ ଭାଇରାଲ ହେବାରେ ଲାଗିଛି।

  • |

തത്സമയ വാര്‍ത്തകള്‍