କଂଗ୍ରେସ ଭବନରେ ହୋଲି ଖେଳିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ଦଳୀୟ କର୍ମୀ ଓ ନେତା ପରସ୍ପରକୁ ରଙ୍ଗରେ ରଙ୍ଗାଇବା ସହ ମନ ଭରି ନାଚିଛନ୍ତି । ସୁର ରାଉତରାୟ ଓ ସହଯୋଗୀଙ୍କ ସହ ସେଠାରେ ହୋଲି ଖେଳରେ ସାମିଲ ହୋଇଥିଲେ ଅଭିନେତ୍ରୀ ନିଶା ମହାରଣା । ନିଶା ମହାରଣା ସୁର ରାଉତରାୟଙ୍କୁ ରଙ୍ଗ ଲଗାଇଥିଲେ । ହୋଲି ଅବସରରେ ସୁର ରାଉତରାୟ ପଣା ବଣ୍ଟନ କରିଥିଲେ ।