Home » photogallery » odisha » GOPAL DAS KILLED NAVA DAS IN FEAR

Naba Das News: ଭୟରେ ନବ ଦାସଙ୍କୁ ହତ୍ୟା କରିଥିଲେ ଗୋପାଳ ଦାସ!

Naba Das News: ନବ ଦାସ ହତ୍ୟାକୁ ନେଇ ଖୋଲିଲା ଗୁମର। କାହିଁକି ହତ୍ୟା କରିଥିଲେ ଗୋପାଳ। ୫୪୩ ପୃଷ୍ଠାର ଚାର୍ଜସିଟରେ ସବିଶେଷ ବିବରଣୀ ଦେଇଛି କ୍ରାଇମବ୍ରାଞ୍ଚ। ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍। ଗୋପାଳଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଧଫା।

ସାମ୍ପ୍ରତିକ ଖବର