Home » photogallery » odisha » GANGSTER HAIDER WAS POOR USED TO PLY RICKSHAW 1AD 240721

ଶେଖ୍‌ ହାଇଦର୍‌ ଦିନେ କେନ୍ଦ୍ରାପଡ଼ାରେ ରିକ୍ସା ଚଳାଇ ପେଟ ପୋଷୁଥିଲା; ପାଲଟିଥିଲା ବଡ଼ ଗ୍ୟାଙ୍ଗ୍‌ଷ୍ଟର୍‌

Gangster Haider dies in encounter, had a colourful life | ପୋଲିସ ଏନକାଉଣ୍ଟରରେ ଅଚାନକ ଲିଭିଯାଇଛି ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦରର ଜୀବନ ଦୀପ । କେନ୍ଦ୍ରାପଡ଼ାରେ ଜଣେ ଗରିବ ରିକ୍ସା ଚାଳକରୁ ଓଡ଼ିଶାର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ପାଲଟିଥିବା ହାଇଦରର ଜୀବନ କାହାଣୀ ଥିଲା ଯେତିକି ଚିତ୍ତାକର୍ଷକ, ସେତିକି ଭୟାନକ ।

  • |