ପ୍ରଖ୍ୟାତ ହଲିଉଡ୍ ଅଭିନେତା ବ୍ରୁସ୍ ୱିଲିସଙ୍କୁ (Bruce Willis) ୫୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଝିଅ ମାବେଲ ଜନ୍ମ ହୋଇଥିଲେ । ବ୍ରୁସ ଓ ପତ୍ନୀ ଏମା ହେମିଙ୍ଗ-ୱିଲିସ୍ ମାବେଲଙ୍କ ଜନ୍ମର ଦୁଇ ବର୍ଷ ପରେ ଆଉ ଏକ ଝିଅ ଏଭଲିନଙ୍କ ପିତାମାତା ହୋଇଥିଲେ । ବ୍ରୁସଙ୍କର ଅଭିନେତ୍ରୀ ଡେମି ମୋରଙ୍କ ସହ ପୂର୍ବ ବିବାହରୁ ତିନି ଝିଅ ରୁମର୍, ସ୍କାଉଟ୍ ଓ ତଲୁଲା ବି ଅଛନ୍ତି ।