Home » photogallery » odisha » FAKE MAOISTS DEMAND EXTORTION MONEY IN KALAHANDI 3 ARRESTED 1AD 1308

ରାଜ୍ୟରେ ନକଲୀ ନକ୍ସାଲଙ୍କ ଉପଦ୍ରବ ଆରମ୍ଭ ହେଉଛି; କଳାହାଣ୍ଡିରେ ଏମିତି ୩ ଜଣ ଧରା ପଡ଼ିଲେ

ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ନକ୍ସାଲ ହିଂସା ଓ ନକ୍ସଲ ଗତିବିଧି କମି ଆସିଥିବାରୁ ରାଜ୍ୟବାସୀଙ୍କୁ ଓ ସରକାରଙ୍କୁ ଆଶ୍ୱସ୍ତି ମିଳିଛି । ହେଲେ ଏକ ନୂଆ ସମସ୍ୟା ଆରମ୍ଭ ହେଉଛି । ନକ୍ସଲଙ୍କ ନାଁରେ ଲୋକଙ୍କୁ ଲୁଟପାଟ୍ କରୁଛନ୍ତି ନକଲୀ ନକ୍ସଲ ।

  • |
)}