ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
ENBA 2020 ରେ ନ୍ୟୁଜ ୧୮ ଓଡ଼ିଆ ଧୁମ୍ ମଚାଇଲା; ପାଞ୍ଚଟି ପ୍ରମୁଖ ବର୍ଗରେ ଆୱାର୍ଡ ହାସଲ କଲା
ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲ୍ ଇଏନବିଏ ୨୦୨୦ ର (ENBA 2020) ବିଭିନ୍ନ ବର୍ଗର ୫ ଟି ଆୱାର୍ଡ ହାସଲ କରିଛି । ଗତକାଲି ନୂଆ ଦିଲ୍ଲୀରେ ଏକ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲଗୁଡିକ କାର୍ଯ୍ୟର ମୂଲ୍ୟାଙ୍କନ ଆଧାରରେ ସାମ୍ବାଦିକତା କ୍ଷେତ୍ରର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ନ୍ୟୁଜ୍ ୧୮ ଓଡ଼ିଆ ୫ ଟି ସମ୍ମାନଜନକ ପୁରସ୍କାର ପାଇଛି ।
1/ 5

ସଠିକ୍ ଓ ସ୍ଥିର ସାମ୍ବାଦିକତାକୁ ଅନୁସରଣ କରି ନ୍ୟୁଜ୍ ୧୮ ଓଡ଼ିଆର 'ସ୍ପେସାଲ ରିପୋର୍ଟ'କୁ ବେଷ୍ଟ ପ୍ରାଇମ୍ ଟାଇମ୍ ଶୋ; ଆୱାର୍ଡ ସମ୍ମାନିତ କରାଯାଇଛି ।
2/ 5

ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲର 'ସାରା ଓଡ଼ିଶା' ଶୋ'କୁ ବେଷ୍ଟ ଅର୍ଲି ପ୍ରାଇମ ଟାଇମ ଶୋ’ ଆୱାର୍ଡ ସମ୍ମାନିତ କରାଯାଇଛି ।
4/ 5

ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲର 'ବାଂଲାଦେଶୀ ସେକ୍ସ ରାକେଟ୍'କୁ ବେଷ୍ଟ ନ୍ୟୁଜ୍ କଭରେଜ ଆୱାର୍ଡରେ ସମ୍ମାନିତ କରାଯାଇଛି ।