Home » photogallery » odisha » EGALE SAT ON THE NEELACHAKRA OF JAGANNATH TEMPLE

ପୁଣି ନୀଳଚକ୍ରରେ ବସିଲା ଚିଲ; ଭକ୍ତ କହିଲେ ଅଶୁଭ ସଙ୍କେତ!

ଶ୍ରୀମନ୍ଦିରର (Srimandira) ନୀଳଚକ୍ର (Neelachakra) ଉପରେ ବସିଲା ଚିଲ। ଗତକାଲି ବାନା ପରିବର୍ତ୍ତନ ପରେ ଏହି ଚିଲଟି ଆସି ନୀଳଚକ୍ର ଉପରେ ବସିଥିଲା। ଆଉ ଏହାକୁ ନେଇ ସେବାୟତ ଓ ଜଗନ୍ନାଥ (Jagannath) ଭକ୍ତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

  • |

ସାମ୍ପ୍ରତିକ ଖବର