Home » photogallery » odisha » EDUCTION MINISTER SAMIR DASH VISITED THE MATRIC EXAMINATION CENTER THIS MORNING LPD

Matric Exam: ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ପରୀକ୍ଷା ପରିଚାଳନା ନେଇ କଲେ ସ୍କୁଲ୍ ପରିଦର୍ଶନ, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପିଲାଙ୍କୁ ଦେଲେ ପରାମର୍ଶ। ପ୍ରଶ୍ନପତ୍ର ଭାଇରାଲ ଯୋଜନାବଦ୍ଧ କହିଲେ ମନ୍ତ୍ରୀ। ସାଇବର ଥାନାରେ ଯୋଗାଯୋଗରେ ଅଛୁ, ଏଥର ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

തത്സമയ വാര്‍ത്തകള്‍