Home » photogallery » odisha » DIBYA SANKAR SEEN IN JAGANNATH TEMPLE WITH SECOND WIFE PRIYANKA

ଦ୍ବିତୀୟ ପତ୍ନୀଙ୍କ ସହ କାଳିଆ ସାଆନ୍ତଙ୍କ ଦର୍ଶନ କଲେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

Dibya Sankar 2nd Innings: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି। ଗତକାଲି ବିବାହ ପରେ ଆଜି ନବ ଦମ୍ପତି ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି।

  • |

തത്സമയ വാര്‍ത്തകള്‍