Home » photogallery » odisha » DHENKANAL MAN HACKED TO DEATH OVER DAUGHTER QUARREL 1AD 020121

ଢେଙ୍କାନାଳ: ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା… ତା’ ପରେ ପିତାଙ୍କୁ ହାଣି ହତ୍ୟା କଲେ

ଦୁଇ ସାହିର ଦୁଇ ଝିଅଙ୍କ ଝଗଡ଼ା ବେଳେ ଘଟିଥିଲା ଏକ ଅଭାବନୀୟ କାଣ୍ଡ । ତା’ର ଦିନକ ପରେ ଘଟିଗଲା ଏକ ବଡ଼ ଅପରାଧ । ପିଲାଙ୍କ ଝଗଡ଼ାକୁ କେନ୍ଦ୍ର କରି ହୋଇଗଲା ପିତାଙ୍କ ହତ୍ୟା ।

  • |