Home » photogallery » odisha » DAD TAKES DAUGHTER AGED 2 FLYING THROUGH AIR AT 700 FEET WHILE MUM LOOKS ON IN FEAR 3SSD 170821

OMG: ନିର୍ଭୟରେ ୭୦୦ ଫୁଟ ଉପରକୁ ବାପାଙ୍କ ସହ ଉଡୁଥିଲା ଝିଅ; ତଳେ ମା’ ହୋଇଗଲେ ନର୍ଭସ

ଏହି ଛୋଟ ଝିଅ ତାଙ୍କ ୩୬ ବର୍ଷିୟ ପିତା ଲୁଇଙ୍କ ସହିତ ପାରାମୋଟରିଂ କରିବାକୁ ଯାଇଥିଲା। ସେ କ୍ଲିଥୋରପ୍ସରେ ରୁହନ୍ତି ଓ ଉଚ୍ଚ ଉଡ଼ିବାକୁ ଭଲ ପାଆନ୍ତି।

  • |