Home » photogallery » odisha » CUTTACK BIDANASI MURDER ACCUSED ARRESTED 1AD 240221

କଟକ ବିଡ଼ାନାସି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା; ଦୋକାନରେ ହାଣି ହତ୍ୟା କରିଥିଲା

ଭୁଜାଲି ଓ ଲୁହା ପାଇପରେ ହାଡ଼ିଆ ଉପରେ ହୋଇଥିଲା ଆକ୍ରମଣ । ଶାନ୍ତନୁ ଓ ତା’ ଭାଇ ଦୀପକ ମିଶି ହାଡ଼ିଆର ହାତ କାଟି ଦେଇଥିଲେ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

  • |

തത്സമയ വാര്‍ത്തകള്‍