Home » photogallery » odisha » COUPLE TRY SELF IMMOLATION NEAR ODISHA ASSEMBLY OVER NAYAGARH GIRL MURDER 1AD 2411

ବିଧାନସଭା ସାମନାରେ ଦମ୍ପତି ଦେହରେ ନିଆଁ ଲଗାଉଥିଲେ; ପୋଲିସ ରୋକିଲା; ନୟାଗଡ଼ ପରୀ ମାମଲା

ନିଜ ପାଞ୍ଚ ବର୍ଷର ଝିଅର ଜଘନ୍ୟ ହତ୍ୟାର ପାଞ୍ଚ ମାସ ପରେ ପୋଲିସର ନିଷ୍କ୍ରିୟତା ଓ ଅଭିଯୁକ୍ତମାନଙ୍କ ଧମକଚମକରେ ଅତିଷ୍ଠ ହୋଇ ନୟାଗଡ଼ର ଏହି ଦମ୍ପତି ଆତ୍ମାହୂତି ଉଦ୍ୟମ କରିଥିଲେ । ତାଙ୍କ ଝିଅକୁ ମାରି ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା ।

  • |

തത്സമയ വാര്‍ത്തകള്‍