ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ଫଟୋ ନିକଟରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ନବୀନ ବାବୁ ଜଣେ ଉଚ୍ଚସ୍ତରୀୟ ନେତା ବୋଲି କହିଛନ୍ତି ମମତା । ଗେଷ୍ଟ ହାଉସ ପାଇଁ ଜମି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ମମତା