Home » photogallery » odisha » CLASS 8 STUDENT IN KORAPUT COMMITS SUICIDE OVER MOBILE PHONE GAME1 1AD 131021

ମୋବାଇଲ୍‌ ଫୋନ ହେଲା କାଳ; ଗେମ୍‌ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

Class 8 student in Koraput commits suicide for being denied mobile phone game | ପରିବାର ଲୋକଙ୍କ କହିବା ଅନୁସାରେ ମନୋହର କରୋନା କଡାଉନ୍‌ ସମୟରେ ଗତ କିଛି ମାସ ହେଲା ମୋବାଇଲ ଫୋନରେ ଅନଲାଇନ୍‌ କ୍ଲାସ୍ କରୁଥିଲା । ହେଲେ ସେ ପାଠ ପଢ଼ା ଛାଡ଼ି ଅଧକାଂଶ ସମୟରେ ମୋବାଇଲ ଗେମ୍ ଖେଳୁଥିଲା ।

  • |