Home » photogallery » odisha » BUS HITS STATIONARY CAR NEAR ANGUL ODISHA 2 DIE 30 INJURED IN ROAD MISHAP 1AD 0211

ଅନୁଗୁଳ: ରାସ୍ତା କଡ଼ରେ କାର୍ ରଖି ଚା’ ପିଉଥିଲେ, କାର୍ ଉପରେ ଚଢ଼ିଗଲା ବସ୍; ୨ ମୃତ, ୩୦ ଆହତ

ଆହତ ଲୋକଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବସର ଡ୍ରାଇଭର୍ ମଦ ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିଲା କି ନାହିଁ ତାହା ଜଣାପଡ଼ି ନାହିଁ ।

  • |