Home » photogallery » odisha » BJD MLA PRADEEP PANIGRAHI WAS SMILING ALL THE WAY TO JAIL 1AD 0412

ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ୧୪ ଦିନ ଜେଲରେ ରହିବେ

ଗିରଫ ହେବା ସମୟରୁ କୋର୍ଟକୁ ନିଆଯିବା ବେଳେ ଓ ସେଠାରୁ ଝାରପଡ଼ା ଜେଲକୁ ନିଆଯିବା ବେଳେ ପ୍ରଦୀପ ପାଣିଗ୍ରାହୀ ଲଗାତର ହସୁଥିବା ଦେଖାଯାଇଥିଲା । ତିନି ଥର ବିଧାୟକ ସହ ଥରେ ମନ୍ତ୍ରୀ ଥିବା ପ୍ରଦୀପ ପାଣିଗ୍ରାହୀ ଆଦୌ ବିଚଳିତ ଲାଗୁ ନ ଥିଲେ ।

  • |
)}