Home » photogallery » odisha » BHUBANESWAR MO BUS CONDUCTEOR PUSHES MAN DOWN 1AD 300321

ଭୁବନେଶ୍ୱରରେ ‘ମୋ ବସ୍‌’ କଣ୍ଡକ୍ଟର୍‌ ଯାତ୍ରୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍‌

ଉଚିତ ଭଡ଼ା ୧୦ ଟଙ୍କା ଥିବା ବେଳେ କଣ୍ଡକ୍ଟର୍ ୧୫ ଟଙ୍କା ନେଇଥିବାରୁ ଓ ୫ ଟଙ୍କା ଫେରାଇବାକୁ ରାଜି ନ ହେବାରୁ ଯାତ୍ରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତା’ପରେ ରାଗରେ କଣ୍ଡକ୍ଟର୍ ଚଳନ୍ତା ବସର ଦ୍ୱାର ଖୋଲି ଯାତ୍ରୀଙ୍କୁ ତଳକୁ ଠେଲିଦେଇଥିଲା ।

  • |