Home » photogallery » odisha » BHUBANESWAR MAN HACKED TO DEATH MURDERR 1AD 060321

ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ଭିଆଇପି ଏରିଆ କୁହାଯାଉଥିବା ଜନଗହଳିପୂର୍ଣ୍ଣ ସି.ଆର୍‌.ପି. ଛକରେ ସ୍ପଷ୍ଟ ଦିବାଲୋକରେ ଓ ଅନେକ ଲୋକଙ୍କ ସାମନାରେ ଘଟିଛି ଏହି ଲୋମହର୍ଷକ ହତ୍ୟା । ଦୁଇ ଜଣ ହତ୍ୟାକାରୀଙ୍କୁ ପୋଲିସଠାରୁ ଛଡ଼େଇ ସ୍ଥାନୀୟ ଲୋକେ ନିସ୍ତୁକ୍‌ ମାଡ଼ ମାରିଛନ୍ତି ।

  • |

തത്സമയ വാര്‍ത്തകള്‍