Home » photogallery » odisha » BHUBANESWAR ANGANWADI WORKER ARRESTED BY VIGILANCE FOR CORRUPTION 1AD 160921

ଏହି ଅଙ୍ଗନବାଡି଼ ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?

Bhubaneswar anganwadi worker arrested by vigilance for corruption | ଭୁବନେଶ୍ୱରର ଅଙ୍ଗନବାଡି଼ ଦିଦି କବିତା ମଥାନଙ୍କ ଦରମା ମାସକୁ ୭,୫୦୦ ଟଙ୍କା । ତାଙ୍କର ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ସେ କହିଛନ୍ତି, ‘‘ମୁଁ ଦୁର୍ନୀତିରେ ଲିପ୍ତ ନାହିଁ’’ । ଏବେ କୋର୍ଟ ନିର୍ଣ୍ଣୟ କରିବ ।

  • |

തത്സമയ വാര്‍ത്തകള്‍