Home » photogallery » odisha » BHADRAK BOY RONIT IS NDA NATIONAL TOPPER 1AD 100321

ଭଦ୍ରକର ରୋନିତ ରଞ୍ଜନ ନାୟକ NDA ପ୍ରବେଶିକା ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ହାସଲ କଲେ

ଭଦ୍ରକର ରୋନିତ ରଞ୍ଜନ ନାୟକଙ୍କ ଘରକୁ ଅଭିନନ୍ଦନର ସୁଅ ଛୁଟିଛି । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏନଡିଏ (NDA) ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ରୋନିତ ।

  • |