Home » photogallery » odisha » BALASORE BULLET QUEEN STUNT ON VIRAL

ଚର୍ଚ୍ଚାରେ ବାଲେଶ୍ବରର ବୁଲେଟ ରାଣୀ; ଦୁଃସାହସିକ ଷ୍ଟଣ୍ଟରେ କିଣିଲେ ମନ

Balasore Bullet Queen: ଚର୍ଚ୍ଚାରେ ବୁଲେଟ ରାଣୀ। ବୁଲେଟରେ ଭଳି କି ଭଳି କରୁଛନ୍ତି ଚମତ୍କାର ଷ୍ଟଣ୍ଟ। ବର୍ତ୍ତମାନ ସମସ୍ତଙ୍କ ମନ କିଣୁଥିବା ଏହି ବୁଲେଟ ରାଣୀ ହେଲେ ୨୭ ବର୍ଷିୟ ଜିନା। ଯିଏ କି ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର। ତେବେ ଜିନା ଫରମେସନ୍ ରାଇଡିଂ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଖାଲି ଫରେମେସନ ରାଇଡିଂ ନୁହେଁ ଜିନା ଅଗ୍ନିକୁଣ୍ଡଳୀ ମଧ୍ୟରେ ବୁଲେଟ୍ ଚଲାଇ ଦେଖାଉଛନ୍ତି ଦୁଃସାହାସିକ ଷ୍ଟଣ୍ଟ।

  • |

തത്സമയ വാര്‍ത്തകള്‍