Home » photogallery » odisha » AUTO RICKSHAW DRIVER ASSOCIATION PROTEST IN BHUBANESWAR

ଭୁବନେଶ୍ବରରେ ବନ୍ଦ ହେଲା ଅଟୋ ଚଳାଚଳ; ଆନ୍ଦୋଳନକୁ ଓହ୍ଲାଇଲେ ଡ୍ରାଇଭର

Auto Driver Protest: ଆଜି ରାଜଧାନୀରେ ଗଡୁନି ଅଟୋ। ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଲେ ଅଟୋ ଡ୍ରାଇଭର। ସ୍ମାର୍ଟସିଟି ଅନ୍‌ଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବ।

  • |

തത്സമയ വാര്‍ത്തകള്‍