Home » photogallery » odisha » A COLORFUL SIGHT WAS SEEN IN THE SKIES OF PURI TODAY LOOK AT THE GLIMPSE TV 4SRM 231022 SRM

ଆଜି ପୁରୀ ଆକାଶରେ ଦେଖିବାକୁ ମିଳିଥିଲା ରଙ୍ଗୀନମୟ ଦୃଶ୍ୟ; ଦେଖନ୍ତୁ ଝଲକ

ଆଜି ପୁରୀର ଆକାଶରେ ଦେଖିବାକୁ ମିଳିଥିଲା ରଙ୍ଗୀନମୟ ଦୃଶ୍ୟ । ଲୋହିତ ବର୍ଣ୍ଣର ଆକାଶ ପୁରା ପୁରୀ ସହରକୁ ଆଚ୍ଛାଦିତ କରିଥିଲା । ଆଉ ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଓ ପୁରୀ ସହରବାସୀ ଏହି ଦୃଶ୍ୟକୁ ହାତଛଡା ନ କରି ମୋବାଇଲ କ୍ୟାମେରାରେ କଏଦ କରିଥିଲେ ।

  • |