Home » photogallery » odisha » 7 ARRESTED FOR PANIKOILI DOUBLE MURDER FOR SEX TRANSGENDERS JAJPUR 1AD 130921

ପାଣିକୋଇଲି ଡବଲ୍‌ ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; ୨ କିନ୍ନର ସମେତ ୭ ଜଣ ଗିରଫ

2 transgenders among 7 arrested for Panikoili double murder for sex in Jajpur | ଦୁଇ କିନ୍ନର ଓ ଅନ୍ୟ ପାଞ୍ଚ ଜଣ ମିଶି ଦୁଇ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକୁ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନେ ଦୁହିଁଙ୍କ ଶବକୁ ଗୋଟେ ପୋଲ ଉପରେ ଥୋଇଦେଇ ଚାଲିଯାଇଥିଲେ । ନଅ ଦିନର ତଦନ୍ତ ପରେ ସତ୍ୟ ସାମନାକୁ ଆସିଛି ।

  • |

തത്സമയ വാര്‍ത്തകള്‍