Home » photogallery » odisha » 3 ODISHA POLICE PERSONNEL GET BURN INJURIES FROM MOSQUITO COIL FIRE 1AD 0911

ଭଦ୍ରକରେ ପୋଲିସ୍ ବାରାକରେ ମଶା ଧୂପରୁ ନିଆଁ ଲାଗିଲା; ୩ ଜଣ ଯବାନ ପୋଡ଼ିହୋଇ ଆହତ ହେଲେ

ମଶା ଧୂପ କଏଲ୍ ଲଗାଇବାରେ ଅସାବଧାନତା କାରଣରୁ ଭଦ୍ରକର ପୋଲିସ ବାରାକରେ ନିଆଁ ଲାଗିଯାଇଛି ଓ OSAPର ତିନି ଜଣ ଯବାନ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ରିଫର୍ କରାଯାଇଛି ।

  • |

തത്സമയ വാര്‍ത്തകള്‍