Home » photogallery » odisha » 2 SISTERS KEEP SCOOTY ON BRIDGE JUMP ROGETHER INTO RIVER IN BALANGIR 1AD 1610

ବଲାଙ୍ଗିର: ସ୍କୁଟିରେ ଆସିଲେ ଦୁଇ ଭଉଣୀ, ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଲେ; ଖୋଜା ଚାଲିଛି

ନଦୀ କୂଳର କିଛି ସ୍ଥାନୀୟ ଲୋକେ ଦୁଇ ଜଣ ଯୁବତୀଙ୍କୁ ଭାସିଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ନଦୀର ସ୍ରୋତ ଅଧିକ ଥିବାରୁ ସ୍ଥାନୀୟ ଲୋକେ ସେ ଦୁହିଁଙ୍କୁ ନଦୀ ଭିତରୁ ଉଦ୍ଧାର କରିବାକୁ ସାହାସ କରି ନ ଥିଲେ ।

  • |

തത്സമയ വാര്‍ത്തകള്‍