Home » photogallery » odisha » 2 CHILDREN DIE AS PICK UP VAN ENTERS HOUSE IN NABARANGPUR ODISHA 1AD 2311

ନବରଙ୍ଗପୁର: ପିକ୍-ଅପ୍ ଭ୍ୟାନ୍ ଘର ଭିତରକୁ ପଶିଲା, ଦୁଇ ଶିଶୁଙ୍କ ମୃତ୍ୟୁ ହେଲା, ୪ ଆହତ ହେଲେ

ଗାଁ ଭିତରେ ରାସ୍ତା କଡ଼ରେ ଥିବା ଏକ ଡ୍ରେନକୁ ଅତିକ୍ରମ କରିବା ବେଳେ ପିକ୍-ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ବସିଥିଲା ଓ ପାଖରେ ଥିବା ଏକ ଘର ଭିତରକୁ ପଶିଯାଇଥିଲା । ନିଆଁ ପୋଉଁଥିବା ଏକ ପରିବାର ଉପରେ ଗାଡ଼ିଟି ଚଢ଼ିଯାଇଥିଲା ।

  • |