Home » photogallery » lifestyle » YAM BENEFITS IN HINDI JIMIKAND HEALTH BENEFITS 3SSD 27102022

Yam Benefits: ଉଚ୍ଚ ରକ୍ତଚାପଠୁ କୋଷ୍ଠକାଠିନ୍ୟ ପର୍ଯ୍ୟନ୍ତ..ସବୁ ସମସ୍ୟା ଦୂର କରେ ମାଟିଆଳୁ

ମାଟିଆଳୁରେ ଫାଇବର, ଭିଟାମିନ୍ ସି, ଭିଟାମିନ୍ ବି ୬, ଭିଟାମିନ୍ ବି ୧ ଏବଂ ଫୋଲିକ୍ ଏସିଡ୍ ଥାଏ। ଯେଉଁଥିପାଇଁ ଏହି ପନିପରିବା ଅତ୍ୟନ୍ତ ପୁଷ୍ଟିକର ବୋଲି ବିବେଚନା କରାଯାଏ

  • |