ଆପଣ ଜୀବନରେ ଯେତେ ସଫଳ ହୁଅନା କାହିଁକି। ଯେତେବେ ବି ଟଙ୍କା ରୋଜଗାର କରନ୍ତୁ, କିନ୍ତୁ କାହାକୁ ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ପ୍ରାୟତଃ ଦେଖାଯାଏ ଯେ ଧନୀ ଲୋକ ଅନ୍ୟମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି। ଗରୁଡ ପୁରାଣ ଅନୁଯାୟୀ ଏମିତି କରିବା ଠିକ ନୁହେଁ। ଏହା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଏପରି ଲୋକଙ୍କଠାରୁ ଦୂରେଇ ଯାଆନ୍ତି।