Home » photogallery » lifestyle » READ ABOUT SUGAR SIDE EFFECTS 2LPD 200123

ଅଧିକ ଖାଉଛନ୍ତୁ କି ଚିନି? ଏହି ୪ଟି ଉପାୟରେ କରନ୍ତୁ କଣ୍ଟ୍ରୋଲ; ନଚେତ୍ ମାଡ଼ି ବସିବ ରୋଗ

Sugar Side Effects: କେମିକାଲ କୋଟେଡ୍ ସୁଗାରରେ ବହୁ ଗ୍ଲୁକୋଜ୍ ଥାଏ ଏବଂ ଏହାର ଗ୍ରହଣ ଶରୀରରେ ପ୍ରଦାହକୁ ବଢ଼ାଇପାରେ। ଏହା ଜାଣିବା ସତ୍ତ୍ବେ ଲୋକ ଦୈନନ୍ଦିନ ଜୀବନରେ ଅଧିଖ ଚିନି ଖାଉଛନ୍ତି। ଯଦି ଆପଣ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି କୌଶଳଗୁଡିକ ଚେଷ୍ଟା କରିବା ଉଚିତ୍।

  • |

തത്സമയ വാര്‍ത്തകള്‍