କିନ୍ତୁ, ଆମେ ମାନେ ଜାଣିଛୁ ଯେ ଲେମ୍ବୁ ,ଫଳ, କାକୁଡି ଓ ଟମାଟୋ ପରି ଫଳ ଓ ପନିପରିବା ୪ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଫ୍ରିଜ୍ରେ ରଖାଗଲେ ନଷ୍ଟ ହୋଇଯାଏ ଥାଏ । ଏହା ସହିତ, ଫ୍ରିଜକୁ ଅତି ନିମ୍ନ ତାପମାତ୍ରାରେ ଚଳାଇବାକୁ ପଡ଼ି ଥାଏ ଓ ଏହା ଦ୍ବାରା ଅଧିକ ଶକ୍ତି ବ୍ୟବହାର ହୋଇଥାଏ । (Image-Pexel)