ଯଦି ଆପଣ ସକାଳେ ଖାଲି ପେଟରେ ଚା' ପିଅନ୍ତି, ତେବେ ଆଜି ଏହି ଅଭ୍ୟାସ ଛାଡ଼ିଦିଅନ୍ତୁ, କାରଣ ଏହା କରିବା ଦ୍ୱାରା ପେଟର ଭିତର ଅଂଶରେ ଅସୁବିଧା ହୋଇପାରେ ଯାହାକୁ ଅଲସର କୁହାଯାଏ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)