Home » photogallery » lifestyle » IN WHICH PART OF THE FRIDGE SHOULD MILK BE KEPT KNOW THE CORRECT PLACE

Milk In Fridge: କ୍ଷୀରକୁ ଫ୍ରିଜ୍‌ରେ କେଉଁଠାରେ ରଖିବେ ଜାଣିଛନ୍ତି କି ? ଅନେକ କରନ୍ତି ଏହି ଭୁଲ୍...!

Milk In Fridge: ଆଜିକାଲି ସମସ୍ତଙ୍କ ଘରେ ଫ୍ରିଜ୍‌ ରହିଛି । ଖରା ଦିନରେ ଲୋକମାନେ ଫ୍ରିଜ୍‌କୁ ବହୁଳ ମଧ୍ୟରେ ବ୍ୟବହାର କରନ୍ତି । ଆମେ ଫ୍ରିଜ୍‌ରେ ଯାହା ବି ରଖୁନା କାହିଁକି, କିନ୍ତୁ କ୍ଷୀର ରଖିଥାଉ । ଖରା ଦିନରେ କ୍ଷୀର ନଷ୍ଟ ହେବାର ବହୁତ ସମ୍ଭାବନା ରହିଥାଏ । କିନ୍ତୁ ଆପଣ ଫ୍ରିଜ୍‌ରେ କେଉଁଠାରେ କ୍ଷୀର ରଖନ୍ତି ? କ୍ଷୀରକୁ କେଉଁଠି ରଖିବା ଉଚିତ୍‌ ଆପଣ ଜାଣିଛନ୍ତି କି ?

  • |

ସାମ୍ପ୍ରତିକ ଖବର