Home » photogallery » lifestyle » IF YOU DO NOT KNOW TEA SIDE EFFECTS READ DETAILS HERE

Tea Side Effects: ପିଉଛନ୍ତି କି ଅଧିକ ଚା'? ସାବଧାନ; ନଚେତ୍ ମାଡ଼ି ବସିବ ଏହି ରୋଗ

Tea Side Effects: ଆମ ଭାରତରେ ପ୍ରତ୍ୟେକ ଦିନ ସକାଳୁ କିଛି ମିଳୁ ବା ନ ମିଳୁ ଶୋଇକି ଉଠିବା ପରେ ଗୋଟିଏ କପ ଚା' ପିଇବା ନିହାତି ଦରକାର ପଡ଼ିଥାଏ। ଏହା ମନକୁ ଶାନ୍ତି ଦେଇଥାଏ। ସକାଳରୁ ନେଇ ସନ୍ଧ୍ୟାରେ ଚା' ପିଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ। ଚାହା ପିଇବାର ଅଭ୍ୟାସ ଆମ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଏହା ଉପରେ କେହି ନିଜର ଦିଅନ୍ତି ନାହିଁ। ତେଣୁ ଆଜି ଆସନ୍ତୁ ଜାଣିବା ଚା' ପିଇବା ଦ୍ଵାରା କେଉଁ କ୍ଷତି ହୋଇଥାଏ ଏବଂ କଣ କରିବାଦ୍ଵାରା କମ କ୍ଷତି ହୋଇଥାଏ?

തത്സമയ വാര്‍ത്തകള്‍