Home » photogallery » lifestyle » HIGHEST RISK OF CANCER AT THE AGE OF 20 TO 30 2LPD 061022

୧୯୯୦ ପରେ ଜନ୍ମିତ ଲୋକଙ୍କ ମଧ୍ୟରେ କ୍ୟାନ୍ସର ଆଶଙ୍କା ଅଧିକ

Cancer cause and cure: ପୂର୍ବରୁ ୨୦ ରୁ ୩୦ ବର୍ଷ ବୟସରେ କର୍କଟ ବିଷୟରେ କେହି ଚିନ୍ତା କରୁନଥିଲେ। କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୧୯୯୦ ପରେ ଜନ୍ମ ହୋଇଥିବା ଲୋକ ଅନ୍ୟ ପିଢ଼ି ଅପେକ୍ଷା ୫୦ ବର୍ଷ ବୟସ ପୂର୍ବରୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ। l ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଏଡ଼ାଯାଇପାରିବ।

  • |

തത്സമയ വാര്‍ത്തകള്‍