Home » photogallery » lifestyle » CHANAKYA NITI FOR HUSBAND WIFE 2LPD 131222

Chanakya Niti: ସ୍ବାମୀ-ସ୍ତ୍ରୀ ଚାଣକ୍ୟଙ୍କ ଏହି ୪ଟି ନୀତି ମାନିଲେ ଜୀବନ ହେବ ସୁଖମୟ

Chanakya Niti for Husband Wife: ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ବିଶେଷ କଥା କହିଛନ୍ତି। ଆଉ ତାଙ୍କ ମତରେ ସ୍ୱାମୀ-ସ୍ତ୍ରୀ ପ୍ରତିଦିନ ଏହି ୪ଟି କାର୍ଯ୍ୟ କରିବା ଉଚିତ୍।

  • |

തത്സമയ വാര്‍ത്തകള്‍