Home » photogallery » lifestyle » 5 HERBS FOR IMMUNITY BOOST 2LPD 111222

Boost immunity: ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ୫ଟି ଜିନିଷ; ଇମ୍ୟୁନିଟି ହେବ ବୁଷ୍ଟ

Herbs for Immunity: ଶୀତ ଋତୁ ଆସିବା ମାତ୍ରେ ଅନେକ ପ୍ରକାର ରୋଗ ଆମମାନକୁ ଘେରି ରୁହେ। ଏହି ଋତୁରେ, ଅନେକ ଲୋକ ଥଣ୍ଡା, କାଶ ଏବଂ ଜ୍ବର ଭଳି ସମସ୍ୟା ସହିତ ସଂଘର୍ଷ କରନ୍ତି। ଯଦି ଆପଣ ପୂର୍ବରୁ ମଧୁମେହ, ଉଚ୍ଚ ବିପି କିମ୍ବା ଅନ୍ୟାନ୍ୟ ରୋଗରେ ପୀଡିତ ଅଛନ୍ତି, ତେବେ ଏହି ଥଣ୍ଡା ଏବଂ କାଶ ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ସେଥିପାଇଁ ଶୀତଦିନେ ସକାଳେ ଖାଲି ପେଟରେ ଏହି ୫ଟି ଜିନିଷ ଚୋବାଇ ଖାଇବା ଦ୍ବାରା ଏହି ରୋଗ ସବୁ ଆପଙ୍କ ପାଖରୁ ଦୂରେଇ ଯିବ।

  • |

ସାମ୍ପ୍ରତିକ ଖବର