Odia Logo

ଭାରତ-ଚୀନ

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
  • Games
Just in
ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍ASIA CUP 2021 ଖେଳିବ ଭାରତର ଦ୍ୱିତୀୟ ଶ୍ରେଣୀ ଟିମ୍! BCCI ନେବାକୁ ଯାଉଛି ନିଷ୍ପତ୍ତି
ହୋମ୍ » ଫଟୋ ଗ୍ୟାଲେରୀ » ଭାରତ-ଚୀନ

Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀଙ୍କ ସ୍ନେହର ପ୍ରତୀକ । ବାରାଣସୀର ମୁସଲମାନ ମହିଳାମାନେ ତାଙ୍କ କ୍ଷେତ୍ରରୁ ସାଂସଦ ନିର୍ବାଚିତ ହୋଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଶେଷ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଏହି ରାକ୍ଷୀ ସେମାନେ ମୋଦିଙ୍କୁ ପଠାଇବେ ।

News18 Odia | News18 Odia | July 21, 2020, 11:05 PM IST
1/ 6
 ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀଙ୍କ ସ୍ନେହର ପ୍ରତୀକ । ବାରାଣସୀର ମୁସଲମାନ ମହିଳାମାନେ (Muslim women) ତାଙ୍କ କ୍ଷେତ୍ରର ସାଂସଦ ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ପାଇଁ ବିଶେଷ ରାକ୍ଷୀ (Rakhi) ପ୍ରସ୍ତୁତ କରୁଛନ୍ତି । ରାକ୍ଷୀ ପୂର୍ଣ୍ଣିମା (Raksha Bandhan 2020) ପୂର୍ବରୁ ଏହି ମୁସଲିମ୍ ମହିଳାମାନେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ତିଆରିରେ ଲାଗିପଡ଼ିଛନ୍ତି । ରାକ୍ଷୀ ପ୍ରସ୍ତୁତ ହେବା ପରେ ମୋଦିଙ୍କୁ ପଠାଯିବ ।

2/ 6
 ୨୦୧୪ରୁ ହିଁ ମୋଦି ବନାରସରୁ ସାଂସଦ ଅଛନ୍ତି । ସେବେ ଠାରୁ ବାରାଣସି ବା କାଶୀର ମୁସଲିମ୍ ମହିଳା ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାଜନିନ ଅଂସାରିଙ୍କ ନେତୃତ୍ୱରେ ମୁସଲମାନ ମହିଳାମାନେ ରାକ୍ଷୀ ତିଆରି କରି ମୋଦିଙ୍କ ପାଖକୁ ପଠାଉଛନ୍ତି । (ଏହି ଫଟୋ ଗତ ବର୍ଷ ରାକ୍ଷି ପୂର୍ଣ୍ଣିମା ସମୟର ଫଟୋ ।)

3/ 6
 ବନାରସର ଇନ୍ଦ୍ରଶ ନଗର (ଲମହି)ର ସୁଭାଷ ଭବନରେ ମୁସଲିମ୍ ମହିଳା ଫାଉଣ୍ଡେଶନ ଓ ବିଶାଳ ଭାରତ ସଂସ୍ଥାନର ତତ୍ୱାବଧାନରେ ସାମାଜିକ ଦୂରତ୍ୱ ରକ୍ଷା କରି ମହିଳାମାନେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ।

4/ 6
 ମୁସଲିମ ମହିଳାମାନେ ଢୋଲର ତାଳ ସହ ସ୍ୱରଚିତ ଗୀତ ଗାଇ ରାକ୍ଷୀ ତିଆରି ଆରମ୍ଭ କରିଛନ୍ତି । ସିତାରା, ଟିକ୍କି, ଗତା, ଲେସ୍ ଓ ମୋଦିଙ୍କ ଫଟୋ ପ୍ରୟୋଗ କରି ମୋଦି ରାକ୍ଷୀ ତିଆରି ହେଉଛି ।

ମୁସଲିମ ମହିଳାମାନେ ଢୋଲର ତାଳ ସହ ସ୍ୱରଚିତ ଗୀତ ଗାଇ ରାକ୍ଷୀ ତିଆରି ଆରମ୍ଭ କରିଛନ୍ତି । ସିତାରା, ଟିକ୍କି, ଗତା, ଲେସ୍ ଓ ମୋଦିଙ୍କ ଫଟୋ ପ୍ରୟୋଗ କରି ମୋଦି ରାକ୍ଷୀ ତିଆରି ହେଉଛି ।

5/ 6
 ଏଥର ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ରାକ୍ଷୀ ତିଆରି ହେଉଛି । ମୁସଲିମ ମହିଳା ଫାଉଣ୍ଡେଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାଜନିନ ଅଂସାରି କହିଛନ୍ତି, ‘‘ଟ୍ରମ୍ପ ଯେପରି ଭାବେ ଚୀନ୍ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି ସେଥିରେ ଆମେ ବେଶ ଖୁସି । ଚୀନ୍‌ର ଧୋକାଦାରି ଓ ବିସ୍ତାରବାଦୀ ନୀତି ଯୋଗୁ କ୍ରୋଧିତ ମୁସଲିମ ମହିଳାମାନେ ଚୀନର ରାକ୍ଷୀ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି ।’’

6/ 6
 ନାଜନିନ ଅଂସାରି ଆହୁରି କହିଛନ୍ତି ଯେ ପ୍ରତି ଥର ଭଳି ଏଥର ବି ରାକ୍ଷୀ ଡାକ ଦ୍ୱାରା ମୋଦିଙ୍କ ପାଖରେ ପହଞ୍ଚାଯିବ । ଏଥର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନେ ଅନୁରୋଧ କରି କହିଛନ୍ତି, ‘‘ଭାଇଙ୍କ ହାତରେ ସ୍ୱଦେଶୀ ରାକ୍ଷୀ ବାନ୍ଧନ୍ତୁ । ଏହା ଦ୍ୱାରା ଚୀନକୁ ଆର୍ଥିକ କ୍ଷତି ପହଞ୍ଚାଯାଇପାରିବ ।’’

ଚ଼ର୍ଚ୍ଚିତ ଖବର

  • ASIA CUP 2021 ରେ ଖେଳିବେ ନାହିଁ ବିରାଟ, ରୋହିତ, ପନ୍ତ, ବୁମ୍ରା? BCCI ନେବାକୁ ଯାଉଛି ବଡ଼ ନିଷ୍ପତ୍ତି
  • Petrol-Diesel Rate: ୧୦୦ ଟଙ୍କା ପାର କରିଯିବ କି ପେଟ୍ରୋଲ ଦାମ୍! ଏହା ହେଉଛି ବଡ଼ କାରଣ
  • ଭଲ ଖବର! ଶସ୍ତାରେ ସୁନା କିଣିବାର ସୁଯୋଗ; ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍, ଜାଣନ୍ତୁ ଆଜିର ଦର
  • Women's Day ରେ କରୀନା କପୁର ଖାନ ଦେଖାଇଲେ ନିଜ ପୁଅର ପ୍ରଥମ ଝଲକ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍
  • ASIA CUP 2021 ଖେଳିବ ଭାରତର ଦ୍ୱିତୀୟ ଶ୍ରେଣୀ ଟିମ୍! BCCI ନେବାକୁ ଯାଉଛି ନିଷ୍ପତ୍ତି
  • Petrol-Diesel Rate: ୧୦୦ ଟଙ୍କା ପାର କରିଯିବ କି ପେଟ୍ରୋଲ ଦର! ଏହା ହେଉଛି ବଡ଼ କାରଣ
  • ବିରାଟ କୋହଲି ସେୟାର କଲେ ଝିଅ-ପତ୍ନୀଙ୍କ ଫଟୋ; ମହିଳା ଦିବସରେ ଦେଲେ ଏହି ଦୃଢ଼ ବାର୍ତ୍ତା
  • ଶସ୍ତାରେ ସୁନା କିଣିବାର ସୁଯୋଗ; ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲା ସୁନା ଦାମ୍
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES