Home » photogallery » india-china » RAJNATH STRONG MESSAGE TO CHINA WITH ARMS WORSHIP ON DUSSEHRA NO ONE WILL BE ABLE TO TAKE EVEN AN INCH OF LAND IN INDIA 2JDB 2510

ଦଶହରାରେ ଅସ୍ତ୍ର ପୂଜା ସହିତ ରାଜନାଥଙ୍କ ଚୀନକୁ ଦୃଢ଼ ବାର୍ତ୍ତା - କେହି ନେଇ ପାରିବେ ନାହିଁ ଭାରତର ଏକ ଇଞ୍ଚ ଭୂମି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଦଶହରା ପର୍ବ ଅବସରରେ (Dussehra 2020) ଚୀନ୍‌କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା କାହାକୁ ଭାରତର ଏକ ଇଞ୍ଚ ଜମି ନେବାକୁ ଦେବ ନାହିଁ ।

  • |

ସାମ୍ପ୍ରତିକ ଖବର