Home » photogallery » festival » WHICH SITUATION GOLD BECOMES INAUSPICIOUS READ 2LPD 240123

Gold Astro: କେଉଁ ପରିସ୍ଥିତିରେ ସୁନା ପାଲଟେ ଆପଣଙ୍କ ପାଇଁ ଅଶୁଭ? ଜାଣନ୍ତୁ ଏହାର କାରଣ

Gold Astro: ଜ୍ୟୋତିଷ ଶାସ୍ତ୍ରରେ ସୁନା ଓ ସୁନା ଧାତୁକୁ ପବିତ୍ର କୁହାଯିବା ସହ ପୂଜାପାଠ ମଧ୍ୟରେ ବ୍ୟବହାର କରାଯାଏ। ଭଗବାନ ମଧ୍ୟ ସୁନା ଅଳଙ୍କାର ପିନ୍ଧିବା ପାଇଁ ବେଶ୍ ଭଲ ପାଆନ୍ତି। ବିଶ୍ବାସ କରାଯାଏ ଯେ ସୁନା ଦେବୀ ଲକ୍ଷ୍ମୀଙ୍କ ସହ ସିଧାସଳଖ ଜଡିତ। ଏହି କାରଣରୁ, କୁହାଯାଏ ସୁନା ସବୁବେଳେ ଶୁଭ ସମୟରେ କିଣିବା ଉଚିତ୍, କାରଣ ସଠିକ ସମୟ ଦେଖି ସୁନା କିଣିବା ବହୁତ ଫଳପ୍ରଦ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ପରିସ୍ଥିତି ବିଷୟରେ କହିବାକୁ ଯାଉଛୁ ଯେତେବେଳେ ସୁନା ଅଳଙ୍କାର ଆପଣଙ୍କ ପାଇଁ ଅତ୍ୟନ୍ତ ଖରାପ ପ୍ରମାଣିତ ହୋଇପାରେ।

  • |

തത്സമയ വാര്‍ത്തകള്‍