ଜ୍ୟୋତିଷ ଶାସ୍ତ୍ରରେ ସୁନା ଓ ସୁନା ଧାତୁକୁ ପବିତ୍ର କୁହାଯିବା ସହ ପୂଜାପାଠ ମଧ୍ୟରେ ବ୍ୟବହାର କରାଯାଏ। ହେଲେ ଜ୍ୟୋତିଷ ଶାସ୍ତ୍ରରେ ସୁନାକୁ ଅଶୁଭ ମଧ୍ୟ କୁହାଯାଇଛି। କିଛି ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁଯାୟୀ ଏପରି କିଛି ପରିସ୍ଥିତି ଅଛି ଯେଉଁଥିରେ ସୁନାକୁ ପଥର ସହ ତୁଳନା କରାଯାଏ ଏବଂ ଏହାର ଖରାପ ପ୍ରଭାବ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ସୁନା ଅଶୁଭ ଫଳ ଦେଇଥାଏ...