ପାଲିତାନା ସହର ହେଉଛି ଜୈନ ଧର୍ମର ସବୁଠାରୁ ପବିତ୍ର ସ୍ଥାନ। ଜୈନ ଧର୍ମର ବହୁ ସଂଖ୍ୟକ ଅନୁଗାମୀ ଏଠାରେ ବାସ କରନ୍ତି। ସେଥିପାଇଁ ସେମାନେ ଏଠାରେ ଆମୀଷ ବିକ୍ରୟ କରିବା ଏବଂ ପଶୁମାନଙ୍କୁ ମାରିବା ବନ୍ଦ କରିବାକୁ ସରକାରଙ୍କୁ ଦାବି କରିଥିଲେ। ଏହା ପରେ, ସରକାର ୨୦୧୪ରେ ସେମାନଙ୍କର ଦାବିକୁ ଗ୍ରହଣ କରିଥିଲେ ଏବଂ ଏହି ସହରରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା।
ପାଲିତାନା ସହର ହେଉଛି ଜୈନ ଧର୍ମର ସବୁଠାରୁ ପବିତ୍ର ସ୍ଥାନ। ଜୈନ ଧର୍ମର ବହୁ ସଂଖ୍ୟକ ଅନୁଗାମୀ ଏଠାରେ ବାସ କରନ୍ତି। ସେଥିପାଇଁ ସେ ଏଠାରେ ଆମୀଷ ବିକ୍ରୟ କରିବା ଏବଂ ପଶୁମାନଙ୍କୁ ମାରିବା ବନ୍ଦ କରିବାକୁ ସରକାରଙ୍କୁ ଦାବି କରିଥିଲେ। ଏହା ପରେ, ସରକାର ୨୦୧୪ରେ ସେମାନଙ୍କର ଦାବିକୁ ଗ୍ରହଣ କରିଥିଲେ ଏବଂ ଏହି ସହରରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ଏହା ପରେ ହିଁ ଗୁଜୁରାଟର ପାଲିତାନା ସହର ବିଶ୍ୱର ପ୍ରଥମ ଶାକାହାରୀ ସହରର ମାନ୍ୟତା ପାଇଥିଲା।