Home » photogallery » festival » READ DETAILS OF VEGETARIAN CITY PALITANA FROM GUJARAT 2LPD 301122

Vegetarian City: ଦୁନିଆର ପ୍ରଥମ ଶାକାହାରୀ ସହର; ଜାଣନ୍ତୁ ଏହାର ଇତିହାସ

ଭାରତ ଏପରି ଏକ ଦେଶ ଯେଉଁଠାରେ ଯାଆଁଳା ସହରଠାରୁ ନେଇ ଅନେକ ଅନନ୍ୟ ମନ୍ଦିର ଉପସ୍ଥିତ। ଭାରତରେ ଏଭଳି ଅନେକ ବିଶେଷତା ରହିଛି ଯାହା ଆମ ଦେଶକୁ ଅନ୍ୟ ଦେଶମାନଙ୍କଠାରୁ ପୃଥକ୍‌ କରିଥାଏ। ତେବେ ସେଭଳି ଏକ ସହର ହେଉଛି ଗୁଜୁରାଟର ପାଲିତାନା। ଗୁଜୁରାଟର ପାଲିତାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହାର ସ୍ୱତନ୍ତ୍ରତା ହେଉଛି ଏହା ଏକ ଶାକାହାରୀ ସହର (ଭେଜିଟେରିଆନ୍‌ ସିଟି)। ଏହା ଦୁନିଆର ପ୍ରଥମ ସହର ଯାହା ସମ୍ପୂର୍ଣ୍ଣ ଶାକାହାରୀ। ଏଠାରେ ପଶୁମାନଙ୍କୁ ହତ୍ୟା କରିବା ନିଷେଧ ଏବଂ ଏଠାରେ ମାଂସାହାରୀ ଖାଦ୍ୟ ବିକ୍ରୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ତେବେ ଆସନ୍ତୁ ଜାଣିବା ଏହାର ଇତିହାସ ବିଷୟରେ କିଛି ଖାସ୍ କଥା...

  • |

തത്സമയ വാര്‍ത്തകള്‍