Home » photogallery » festival » MAKAR SANKRANTI HOROSCOPE SURYA GOCHAR 2LPD 130123

Surya Gochar: ମକର ସଂକ୍ରାନ୍ତିରେ ସୂର୍ଯ୍ୟ, ଶନି ଓ ଶୁକ୍ରଙ୍କ 'ତ୍ରିଗ୍ରହୀ' ଯୋଗ; ଜାଣନ୍ତୁ କଣ ରହିବ ପ୍ରଭାବ

Makar Sankranti Horoscope: ଜାନୁଆରୀ ୧୪ ଆର୍ଥାତ୍ ଆସନ୍ତାକାଲି ସୂର୍ଯ୍ୟ ମକର ରାଶିରେ ପହଞ୍ଚିବେ, ଯେଉଁଥି ପାଇଁ ମକର ସଂକ୍ରାନ୍ତି ପାଳନ କରାଯିବ। ଏଥର ସୂର୍ଯ୍ୟ, ଶନି ଏବଂ ଶୁକ୍ରଙ୍କ ତ୍ରିଗ୍ରହୀ ଯୋଗ ଅଛି। ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବ ରାଶି ଉପରେ କେମିତି ପଡ଼ିବ।

  • |

തത്സമയ വാര്‍ത്തകള്‍